31.1 C
Bhubaneswar
Friday, March 29, 2024
Homeଓଡିଶାଉଠିଲା ୬୦ ଘଣ୍ଟାର ସଟ୍‌ଡାଉନ୍‌

ଉଠିଲା ୬୦ ଘଣ୍ଟାର ସଟ୍‌ଡାଉନ୍‌

ଭୁବନେଶ୍ୱର : ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରୁ ଉଠିଲା ୬୦ ଘଣ୍ଟାର ସଟ୍‌ଡାଉନ୍ । ଏହି ୩ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାର ସଟ୍‌ଡାଉନ୍ ଘୋଷଣା କରିଥିଲେ । ଗୁରୁବାର ରାତି ୧୦ଟାରୁ ଆରମ୍ଭ ହୋଇଥିଲା ସଟ୍‌ଡାଉନ୍ । କିନ୍ତୁ ଏହି ୩ଟି ଜିଲ୍ଲାରେ ପୂର୍ବପରି ଲକ୍‌ଡାଉନ୍ ନିୟମ ବଳବତ୍ତର ରହିବ । ତେବେ ଯାଜପୁରରେ ୨ଟି ପର୍ଯ୍ୟାୟରେ ଦୋକାନ ଖୋଲିବ । ସକାଳ ୬ଟାରୁ ଦିନ ୧୦ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ ବୋଲି କୁହାଯାଇଛି । ସେହିପରି ଭଦ୍ରକରେ ସକାଳ ୬ଟାରୁ ଦିନ ୧ ଯାଏଁ ଦୋକାନ ଖୋଲା ରହିବ । କଣ୍ଟେନମେଣ୍ଟ ଜୋନରେ କୌଣସି ଦୋକାନ ଖୋଲିବ ନାହିଁ ବୋଲି କୁହାଯାଇଛି। ବାସୁଦେବପୁର, ଧାମନଗର, ଭଣ୍ଡାରିପୋଖରୀ ଓ ଡିହିଡିରେ ସମସ୍ତ ଦୋକାନ ବନ୍ଦ ରହିବ । ଏହା ସହ ବରିଷ୍ଠ ନାଗରିକ ଓ ଛୋଟ ପିଲାଙ୍କୁ ଘରୁ ବାହାରିବାକୁ ମନା ହୋଇଛି ।
https://onakhabar.com/2020/04/26/swab-test-from-bhadrk/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking