24.1 C
Bhubaneswar
Tuesday, May 24, 2022
Homeଅପରାଧଦୋକାନୀକୁ ଚକମା ଦେଇ ଲୁଟ

ଦୋକାନୀକୁ ଚକମା ଦେଇ ଲୁଟ

ଭୁବନେଶ୍ୱର: ରାଜଧାନୀରେ ପୁଣି ଦୋକାନୀକୁ ଚକମା ଦେଇ ୬ ହଜାର ଟଙ୍କା ଲୁଟ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ୟୁନ୍ଖଙ୍କ ୩ ଜୟକିଷାନ ମାର୍କେଟରୁ ଚିରା ନୋଟ ଦେଇ ୬ ହଜାର ଲୁଟ ହୋଇଛି । ୩ ଜଣିଆ ଲୁଟେରା ଗ୍ୟାଙ୍ଗର ଜଣେ ନୋଟ ଦେଇ ହର୍ଲିକ୍ସ ନେଇଥିଲା । ଗ୍ୟାଙ୍ଗର ଆଉ ଜଣେ ସେ ଲୋକକୁ ଧରିବାକୁ ପ୍ରବର୍ତ୍ତାଇ ଥିଲା । ତା କଥାରେ ପଡି ଚିରାନୋଟ ଦେଇଥିବା ଲୋକକୁ ଧରିବାକୁ ଯାଇଥିଲେ ଦୋକାନୀ । ଦୋକାନୀ ଯିବା ପରେ ଦୋକାନରେ ପଶି ୬ ହଜାର ଲୁଟି ନେଲା ଆଉ ଜଣେ ଲୁଟେରା । ତେବେ ସମାନ ଢଙ୍ଗରେ କିଛିଦିନ ତଳେ ୨ଟି ମେଡିସିନ ଷ୍ଟୋରରୁ ଲୁଟ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking