ଯୁବକଙ୍କୁ ଦୋକାନୀଙ୍କ ଛୁରାମାଡ଼

ନୂଆଦିଲ୍ଲୀ : ମୋମୋ ଚଟଣି ପାଇଁ ହୋଇଛି ମରଣାନ୍ତକ ଆକ୍ରମଣ। ଏହି ଲାଲ ଚଟଣିକୁ ନେଇ ପ୍ରଥମେ ଝଗଡା ଆଉ ପରେ ଛୁରା ମାଡ଼ ହୋଇଛି। ଏକ୍ସଟ୍ରା ଚଟଣି ମାଗିବାରୁ ଯୁବକଙ୍କୁ ଛୁରୀରେ ଆକ୍ରମଣ କରିଛି ଦୋକାନୀ। ଏଭଳି କିଛି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ବୁଧବାର ରାତି ୮ଟା, ଦିଲ୍ଲୀର ଶାହଦରା ଅଞ୍ଚଳ। ଏଠାରେ ଜଣେ ସନ୍ଦୀପ ନାମକ ଯୁବକ ମୋମୋ ଖାଉଥିଲେ। ତେବେ ଖାଇବା ବେଳେ ଲାଲ ଚଟଣି ସରିଯିବାରୁ ସେ ଦୋକାନୀଙ୍କୁ ଏକ୍ସଟ୍ରା … Continue reading ଯୁବକଙ୍କୁ ଦୋକାନୀଙ୍କ ଛୁରାମାଡ଼