କେତେ ଅର୍ଥ ଆୟକରେ ଆଇପିଏଲ..

ଭୁବନେଶ୍ୱର : ଭାରତରେ କ୍ରିକେଟ ଏକ ଖେଳ ନୁହେଁ ବରଂ ଏକ ଭାବାବେଗ ଅଟେ । କିକ୍ରେଟ ପାଇଁ ସବୁଠାରୁ ଅଧିକ ଭଲପାିବା ଆସିଥାଏ ଆଉପିଏଲ ସମୟରେ ହଜାର ହଜାର ଲୋକ ଷ୍ଟାଡିୟମରେ ଆଉ କରୋଡ କରୋଡ ଲୋକ ନିଜ ଘରେ ବସି ଏହି କେଳର ଆନନ୍ଦ ଉଠାଇଥାନ୍ତି । ଆଇପିଏଲ ବିସିସିଆଇ ଦ୍ୱାରା ପ୍ରତିବର୍ଷ ଏପ୍ରିଲ ଓ ମେ ମସେରେ ଆୟୋଜିତ କରାଯାଇଥଏ । ଆଜିଠାରୁ ୧୨ବର୍ଷ ପୁର୍ବରୁ ଏହା ଆରମ୍ଭ ହୋଇଥିଲା । ଆଇପିଏଲ ର ମାଷ୍ଟର ମାଇଣ୍ଡ ଥିଲେ ବିସିସିଆଇର ଭାଇସ୍‌ଚେୟାରମ୍ୟାନ ଳଳିତ ମୋଦି । ଏହାର ଆରମ୍ଭରୁ ୮ଟି ଟିମ୍ , ଭାଗନେଇଥିଲେ । କରଣ ଶର୍ମାଙ୍କୁ ଲକି ମନାଯାଏ କାହିଁକିନା ସେ ୩ଥର ଆଇପିଏଲ ଯିତୁଥିବା ଟିମର ଭାଗିଦାରି ଥିଲେ । ଚେନାଇ ସୁପର କିଙ୍ଗ ଏଭଳିଏକ ଟିମ ଅଟେ ଯାହା ପ୍ରଥମରୁ ନିଜର କ୍ୟାପଟନ ବଦଳି କରିନାହିଁ । ସବୁବେଳେ ଏମ.ଏସ,ଧୋନି ହିଁ ସିଏସିର କ୍ୟାପଟେନ୍ ରହିଆସିଛନ୍ତି । ଏହି ଟିମ୍ ୬ଥର ଆଇପିଏଲରେ ଭାଗ ନେଇସାରିଛି । ଯାହାକି ଆଜିଯାଏ କେହି ନେଇପାରନାହାନ୍ତି । ଷ୍ଟାର ଇଣ୍ଡିଆ ,ନେଟୱାର୍କ ୫ ବର୍ଷ ଯାଏ ଆଇପିଏଲକୁ ବୋର୍ଡକାଷ୍ଟ କରିବାପାଇଁ ୧୬ହଜାର ୩୪୭ ଦଶମିକ୫ କରୋଡ ମୁଦ୍ରାରେ କିଣିଛି । ଆଉ ଯଦି ଆମେ ଏହି ହିସାବରେ ଦେଖିବା ତେବେ ବିସିସିଆଇ ଆଇପିଏଲ ର ଗୋଟିଏ ବଳରେ ସାଢେ ୨୩ କରୋଡ କମାଇଥାନ୍ତି । ଗୋଟିଏ ମ୍ୟାଚରେ ୫୫ କରୋଡ ଅର୍ଥ ରୋଜଗାର କରିଥାଏ ।
https://onakhabar.com/2020/03/05/high-paid-player-in-ipl-season/