ଶେଖ ହସିନା : ଆନ୍ଦୋଳନରୁ କ୍ଷମତାର ଅନ୍ତ

ଢାକା : ବାଂଲାଦେଶରେ ଅଣାୟତ୍ତ ହୋଇଛି ସଂରକ୍ଷଣ ବିରୋଧୀ ହିଂସା। ପୂରା ଦେଶରେ ହିଂସାର ନିଆଁ ବ୍ୟାପିଛି। ଷ୍ଟୁଡେଣ୍ଟ ଆକ୍ଟିଭିଷ୍ଟଙ୍କ ‘ପୂର୍ଣ୍ଣ ଅସହଯୋଗ ଆନ୍ଦୋଳନ’ ସମଗ୍ର ବାଂଲାଦେଶକୁ ଅସ୍ଥିର କରିଦେଇଛି। ଶେଷରେ ଏହା ଶେଖ ହସିନାଙ୍କ ୧୫ ବର୍ଷର ଦୀର୍ଘ ଶାସନର ଅନ୍ତ ଘଟାଇ ତାଙ୍କୁ କ୍ଷମତାଚ୍ୟୁତ କରିଛି। ପ୍ରଥମରୁ ଆନ୍ଦୋଳନ ସରକାରୀ ଚାକିରିରେ ସଂରକ୍ଷଣ ରଦ୍ଦ କରାଯିବା ପାଇଁ ଥିଲେ ହେଁ ପରେ ତାହା ସରକାରଙ୍କ ବିରୋଧରେ ମୁଣ୍ଡ ଟେକିଥିଲା। ଆନ୍ଦୋଳନକାରୀ ଛାତ୍ର ପ୍ରଧାନମନ୍ତ୍ରୀ ଶେଖ୍ … Continue reading ଶେଖ ହସିନା : ଆନ୍ଦୋଳନରୁ କ୍ଷମତାର ଅନ୍ତ