କେଜ୍ରିୱାଲ୍‌ଙ୍କ ଅଯୌକ୍ତିକ ଦାବି ଉପରେ ଶାହଙ୍କ ଜୋରଦାର ଜବାବ: ବିଜେପି ସମ୍ବିଧାନରେ ସେପରି କିଛି ନିୟମ ନାହିଁ ୭୫ ବର୍ଷ ପରେ ବି ପ୍ରଧାନମନ୍ତ୍ରୀ ରହିବେ ମୋଦୀ

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ, ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ସଂଯୋଜକ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଏକ ଅଯୌକ୍ତିକ ଦାବି ଉପରେ ଜୋରଦାର ଜବାବ ରଖିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ଏକାଧିକ ପ୍ରଶ୍ନର ଉତ୍ତର ଦେବା ପରିପ୍ରେକ୍ଷୀରେ ଶାହ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବେ ସୁପ୍ରିମକୋର୍ଟଙ୍କ ୨୧ ଦିନର ଜାମିନ୍ ପ୍ରଦାନ ବଳରେ ଜେଲ୍‌ରୁ ବାହାରକୁ ଆସିଛନ୍ତି । ଜାମିନ୍‌ରେ ଆସିବାକୁ ନେଇ ଯଦି କେଜ୍ରିୱାଲ୍ … Continue reading କେଜ୍ରିୱାଲ୍‌ଙ୍କ ଅଯୌକ୍ତିକ ଦାବି ଉପରେ ଶାହଙ୍କ ଜୋରଦାର ଜବାବ: ବିଜେପି ସମ୍ବିଧାନରେ ସେପରି କିଛି ନିୟମ ନାହିଁ ୭୫ ବର୍ଷ ପରେ ବି ପ୍ରଧାନମନ୍ତ୍ରୀ ରହିବେ ମୋଦୀ