34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଶାହାଙ୍କ ମିଶନ ବେଙ୍ଗଲ

ଶାହାଙ୍କ ମିଶନ ବେଙ୍ଗଲ

ନୂଆଦିଲ୍ଲୀ: ମିଶନ ବେଙ୍ଗଲ ଅଭିଯାନରେ ବର୍ଷିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଟିଏମସିକୁ ଉପାଡି ଫିଙ୍ଗି ଦେବାକୁ ବିଜେପି କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ସୁନାର ବେଙ୍ଗଲ ଗଠନ କରିବାକୁ କେବଳ ବିଜେପି ସମର୍ଥ । ମମତାଙ୍କ ଦୁର୍ନୀତିପୂର୍ଣ୍ଣ ଶାସନର ପତନ ପରେ ଏହା ସମ୍ଭବ ବୋଲି କହିଛନ୍ତି । ମମତା ରାଜ୍ୟରେ ବିକାଶର ବିରୋଧୀ କହିଛନ୍ତି ଶାହା । ରାଜ୍ୟରେ ୨ ଶହରୁ ଅଧିକ ଆସନ ସହ ସରକାର ଗଢିବୁ । ସୁନାର ବେଙ୍ଗଲ ଗଠନ ନ ହେବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁନି । ମମତାଙ୍କ ପୂର୍ବ ସହଯୋଗୀ ଶୁଭେନ୍ଦୁଙ୍କୁ ଦଳରେ ସାମିଲ କରିଛନ୍ତି ଶାହା । ପଶ୍ଚିମବଙ୍ଗରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେଠୁ ଶାସକ ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଗଲାଣି। 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking