27.1 C
Bhubaneswar
Thursday, April 25, 2024
Homeଅପରାଧଖଣ୍ଡଗିରି ଅଞ୍ଚଳରୁ ସେକ୍ସ ରାକେଟ ଠାବ

ଖଣ୍ଡଗିରି ଅଞ୍ଚଳରୁ ସେକ୍ସ ରାକେଟ ଠାବ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଚାଲିଛି ସେକ୍ସ ରାକେଟ । ପୋଲିସର ଏତେ କଡା ନଜରରେ ମଧ୍ୟ ଚାଲିଛି ଦେହ ବ୍ୟବସାୟ । ଏହି ଦେହ ବ୍ୟବସାୟ କିଏ କିଏ ଟଙ୍କା ଲୋଭରେ ତ ଆଉ କିଏ ପରିସ୍ଥିତିରେ ପଡି ଏହିଭଳି କାମ କରିଥାଆନ୍ତି । ଏମସ ନଗର ସ୍ଥିତ ଏକ ହୋଟେଲରେ ଏହି ଦେହ ବ୍ୟବସାୟ ଚାଲିଥିବା ବେଳେ ପୋଲିସ ଚଢାଉ କରି ସେଠାରୁ ୨ଜଣ ଦଲାଲଙ୍କ ସହ ୪ଜଣ ଗ୍ରାହକଙ୍କୁ ଗିରଫ କରିଛି ଏବଂ ୬ଜଣ ବଙ୍ଗୀୟ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି ।ଏହି ରାକେଟର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଲୋକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି । ଏହି ଦେହ କାରବାର ଅନଲାଇନରେ ଚାଲିଥିବା ଜଣାପଡିଛି । ତେବେଏହି କାରବାରର ଚେର କେଉଁ ପର୍ଯ୍ୟନ୍ତ ଲମ୍ବଛି ସେନେଇ ପୋଲିସ ଏହି ଘଟଣାର ଅଧିକ ଖୋଳତାଡ କରୁଥିବା ଜଣାପଡିଛି ।
https://onakhabar.com/2019/12/01/husband-dead-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking