34.1 C
Bhubaneswar
Friday, March 29, 2024
Homeବିଜିନେସ୍ସେନ୍‌ସେକ୍ସ କମିଲା, ନିଫ୍‌ଟି ସୂଚକାଙ୍କ ବୃଦ୍ଧି

ସେନ୍‌ସେକ୍ସ କମିଲା, ନିଫ୍‌ଟି ସୂଚକାଙ୍କ ବୃଦ୍ଧି

ମୁମ୍ବାଇ: ସେନ୍‌ସେକ୍ସ ସୂଚକାଙ୍କ ହ୍ରାସ ପାଇଥିବାବେଳେ ନିଫ୍‌ଟି ସୂଚକାଙ୍କରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ମଙ୍ଗଳବାର ଷ୍ଟକ୍ ଏକ୍ସଚେଞ୍ଜ କାରବାର ଶେଷ ସୁଦ୍ଧା ସେନ୍‌ସେକ୍ସ ୨.୯୨ ପଏଣ୍ଟ ହ୍ରାସ ପାଇ ୬୧,୭୬୧.୩୩ରେ ପହଞ୍ଚିଥିବାବେଳେ ନିଫ୍‌ଟି ସୂଚକାଙ୍କରେ ୧.୫୫ ପଏଣ୍ଟର ଉନ୍ନତି ଘଟି ଏହା ୧୮,୨୬୫.୯୫ ଛୁଇଁଛି । ଏଥିଯୋଗୁଁ ବଜାଜ ଫିନସର୍ଭ, ଟାଟା ମୋଟର୍ସ, ଟାଇଟାନ, ଅଲଟ୍ରାଟେକ୍‌, ଲାର୍ସନ ଆଣ୍ଡ୍ ଟ୍ୟୁବ୍ରୋ, ବଜାଜ ଫାଇନାନ୍ସ, ଆକ୍ସଦିସ ବ୍ୟାଙ୍କ ଓ ଏଚ୍‌ଡିଏଫ୍‌ସି ଲାଭବାନ ହୋଇଥିବାବେଳେ ଏସ୍‌ବିଆଇ, ଏଚ୍‌ସିଏଲ, ଆଇଟିସି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌କୁ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି ।

୫ ପିଏଫ୍‌ଆଇ ସମର୍ଥକ ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking