ତେଲେଙ୍ଗାନାରୁ ୧୧ କୋଟିର ସ୍ୱର୍ଣ୍ଣାଳଙ୍କାର ଜବତ

ହାଇଦ୍ରାବାଦ : ବିଧାନସଭା ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବାପରେ ତେଲେଙ୍ଗାନାରେ ଆଚରଣ ବିଧି ଲାଗୁ ହୋଇଛି । ଏହି ପରିପ୍ରେକ୍ଷୀରେ ହାଇଦ୍ରାବାଦ ପୁଲିସ ବୁଧବାର ସହରର ବିଭିନ୍ନ ସ୍ଥାନରେ ଚଢଉ କରି ୧୧ କୋଟି ଟଙ୍କାର ସୁନା ରୁପା ଅଳଙ୍କାର ଜବତ କରିଥିବା ଜଣାପଡିଛି । ସୋମବାର ନିର୍ବାଚନ ତାରିଖ ଘୋଷଣା କରାଯିବାପରେ ଆଚରଣ ବିଧି କାର୍ଯ୍ୟକାରୀ କରିବାକୁ ପୁଲିସ ଉଦ୍ୟମ ଆରମ୍ଭ କରିଛି । ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଭିନ୍ନ ରାଜନୈତିକ ଦଳ ଟଙ୍କା, … Continue reading ତେଲେଙ୍ଗାନାରୁ ୧୧ କୋଟିର ସ୍ୱର୍ଣ୍ଣାଳଙ୍କାର ଜବତ