୨ ଲକ୍ଷ ୩୦ ହଜାର ଟଙ୍କାର ଗଞ୍ଜେଇ ଜବତ
ରାଉରକେଲା: ରାଉରକେଲା ରେଳ ଷ୍ଟେସନର ପାର୍ସଲ ୟାର୍ଡ ନିକଟରେ ରାଉରକେଲା ଅବକାରୀ ବିଭାଗ ଏବଂ ରେଳବାଇ ପୁଲିସ ଫୋର୍ସ ମିଳିତ ଆକ୍ରମଣରେ ଜଣେ ଅଜ୍ଞାତ ଯୁବକଙ୍କୁ ସନ୍ଦେହରେ ଗିରଫ କରାଯାଇଥିଲା। ତା ନିକଟରୁ ୨୩ କିଲୋ ୧୫୦ ଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ୩୦ ହଜାର ଟଙ୍କା। ଓଡ଼ିଶାର ଜୟପୁରରୁ କୋଲକାତାକୁ ବେଆଇନ ଭାବେ ଗଞ୍ଜେଇ ଚୋରାଚାଲାଣ ହୋଇଥିବା ଜଣାପଡ଼ିଛି।ରାଉରକେଲା ଅବକାରୀ ଅଧୀକ୍ଷକ ଶେଖ୍ ଆସିଫ ଅଲ୍ଲୀଙ୍କ ନିର୍ଦେଶରେ ଏହି … Continue reading ୨ ଲକ୍ଷ ୩୦ ହଜାର ଟଙ୍କାର ଗଞ୍ଜେଇ ଜବତ
Copy and paste this URL into your WordPress site to embed
Copy and paste this code into your site to embed