ଅଢେଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ

ଯାଜପୁର: ଅପରେଶନ ହ୍ଵାଇଟ ସ୍ପାଇଡର । ଯାଜପୁର ଟାଉନ ଥାନା ପୋଲିସକୁ ବଡ ସଫଳତା । ଯାଜପୁର ପ୍ରଶାସନିକ ଭବନ ନିକଟରୁ ୨୫.୦୨ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ଅଢେଇ ଲକ୍ଷ ହେବ । ସୂଚନା ଅନୁସାରେ, ଗତ କିଛି ଦିନ ଧରି ଯାଜପୁରର ଅଞ୍ଚଳରେ ଧଳାଜହର ବେପାର ବଢିବାରେ ଲାଗିଛି । ବେପାରି ମାନଙ୍କୁ ଧରିବାକୁ ଗତ … Continue reading ଅଢେଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୩ ଗିରଫ