ଶୁଭ ସଂକେତ ଦେଇଥାଏ ଏହି ସବୁ ସ୍ୱପ୍ନ ଦେଖିବା ……

ନୂଆଦିଲ୍ଲୀ: ସ୍ୱପ୍ନ ଦେଖିବା ସାଧାରଣ କଥା। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଅନେକ ସ୍ୱପ୍ନ ଭବିଷ୍ୟତ ବିଷୟରେ ଅନେକ ଶୁଭ ସୂଚନା ପ୍ରଦାନ କରିଥାଏ। ଏହାସହ ଭବିଷ୍ୟତରେ ହେବାକୁ ଥିବା କିଛି ଘଟଣା ବିଷୟରେ ମଧ୍ୟ ସଙ୍କେତ ଦେଇଥାଏ। ସ୍ୱପ୍ନରେ କିଛି ଲୋକେ ପଶୁପକ୍ଷୀଙ୍କୁ ଦେଖି ଥାଆନ୍ତି, ସେଭଳି କିଛି ଧନ-ସମ୍ପତ୍ତି ମଧ୍ୟ ଦେଖିଥାଆନ୍ତି। ତେବେ ଜାଣନ୍ତୁ ସ୍ୱପ୍ନରେ ଦେଖୁଥିବା ଏହି ୫ଟି ଜିନିଷ କି କି ସଙ୍କେତ ଦେଇଥାଏ.. ସ୍ୱପ୍ନରେ ଶୁଆ ଦେଖିବା ଶୁଭ ସଙ୍କେତ ବୋଲି … Continue reading ଶୁଭ ସଂକେତ ଦେଇଥାଏ ଏହି ସବୁ ସ୍ୱପ୍ନ ଦେଖିବା ……