ସଂସଦରେ ସୁରକ୍ଷା ଭଙ୍ଗ: ୮ ନିଲମ୍ବିତ

ନୂଆଦିଲ୍ଲୀ:ଗତକାଲି ଲୋକସଭା ଭିତରେ ଅଜଣା ଯୁବକ ପଶିଯିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ୮ କର୍ମଚାରୀ । ୮ ଜଣ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଲୋକସଭା ସେକ୍ରେଟାରିଏଟ୍ । ସୂଚନାଯୋଗ୍ୟ ଯେ, ଗତକାଲି ଲୋକସଭା ଅଧିବେଶନ ଚାଲିଥିବାବେଳେ, ୨ ଜଣ ଯୁବକ ହଠାତ୍ ଲୋକସଭା ଭିତରକୁ ଲମ୍ଫ ପ୍ରଦାନ କରିଥିଲେ । ଭିଜିଟର ଗ୍ୟାଲେରୀରୁ ଏହି ଦୁଇ ଯୁବକ ଲୋକସଭା ଭିତରକୁ ଡେଇଁଥିଲେ । ହେଲେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ସାଂସଦମାନେ ତାଙ୍କୁ କାବୁ … Continue reading ସଂସଦରେ ସୁରକ୍ଷା ଭଙ୍ଗ: ୮ ନିଲମ୍ବିତ