27.1 C
Bhubaneswar
Friday, March 29, 2024
Homeଓଡିଶାଦୁର୍ଗାପୂଜା ପାଇଁ କଟକରେ ସୁରକ୍ଷା ବ୍ୟବସ୍ଥା

ଦୁର୍ଗାପୂଜା ପାଇଁ କଟକରେ ସୁରକ୍ଷା ବ୍ୟବସ୍ଥା

କଟକ : କଟକ ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା । ସହରରେ ମୁତୟନ ହେବେ ୫୫ ପ୍ଲାଟୁନ୍ ଫୋର୍ସ ସହ ୫୫ ଆଣ୍ଟି ସ୍କ୍ୱାଡ ୟୁନିଟ । ୪୦ ଜଣ ଏସିପି ରାଙ୍କ୍ ଅଫିସର ସମେତ ରୁଫ ଟପ୍ ସିକ୍ୟୁରିଟି ଉପସ୍ଥିତ ରହିବେ । ସୁନା,ଚାନ୍ଦି ମେଢ ହୋଇଥିବା ମଣ୍ଡପ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଦଶହରା ପାଇଁ ୩୧ ଏଡ ପୋଷ୍ଟ ଓ ଭସାମି ପାଇଁ ୧୪ ଏଡ୍ ପୋଷ୍ଟ ରହିବ ।

ମିଶନ ଶକ୍ତି ଗୋଷ୍ଠୀଙ୍କ ହାତରେ ‘ଆହାର’ ରନ୍ଧନଶାଳାର ପରିଚାଳନା ଦାୟିତ୍ୱ, ଆହୁରି ବ୍ୟାପକ ହେବ ‘ଆହାର’ ଯୋଜନା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking