27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗନେମାଳ ବଟରେ ୧୪୪ ଧାରା

ନେମାଳ ବଟରେ ୧୪୪ ଧାରା

କଟକ: ଆଜି କଟକର ନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ସ୍ୱନକ୍ଷେତ୍ର ଉତ୍ସବ । ତେବେ ଆଜି ନେମାଳ ବଟରେ ଜାରି କରାଯାଇଛି ୧୪୪ ଧାରା । ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ସ୍ୱନକ୍ଷେତ୍ର ଉତ୍ସବରେ ହେବାକୁ ଥିବା ଭିଡକୁ ଦୃଷ୍ଟି ରେ ରଖି ଏହି ନିଷ୍ପତି ନେଇଛି ପ୍ରଶାସନ । ଆଜିଠାରୁ ଆସନ୍ତା କାଲି ସଂନ୍ଧ୍ୟା ୬ ଟା ଯାଏଁ ଅଚ୍ୟୁତନନ୍ନଙ୍କ ପୀଠରେ ୧୪୪ ଧାରା ବଳବତ୍ତର ରହିବ ଓ ମନ୍ଦରି ପରିସରର ୨୦୦ ମିଟର ମଧ୍ୟରେ କୌଣସି ଜନ ସମାଗମ ହୋଇପାରିବ ନାହିଁ ।

ତେବେ ମନ୍ଦିର ପକ୍ଷରୁ ବିଧିବଧ ଭାବରେ ସ୍ୱନକ୍ଷେତ୍ର ଉତ୍ସବ ପାଳନ ହେବ । ଭକ୍ତ ମାନଙ୍କୁ ଦର୍ଶନ କରିବା ପାଇଁ ସୁଯୋଗ ମିଳିବନି ବୋଲି ନିଶ୍ଚିନ୍ତକୋଇଲି ତହସିଲଦାରଙ୍କ ପକ୍ଷରୁୁ ନିର୍ଦ୍ଦେଶ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking