37.1 C
Bhubaneswar
Saturday, April 20, 2024
Homeଓଡିଶାସରୋଜ ପାଢୀ ଙ୍କୁ ଖୋଜାଖୋଜି ଚାଲିଛି-ଡିସିପି

ସରୋଜ ପାଢୀ ଙ୍କୁ ଖୋଜାଖୋଜି ଚାଲିଛି-ଡିସିପି

ଭୁବନେଶ୍ୱର : ଆସ୍କାର ପୂର୍ବତନ ବିଧାୟକ ସରୋଜ ପାଢୀ ନିଖୋଜ ଘଟଣା । ଖୋଜାଖୋଜି ଚାଲିଥିବା କହିଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ୧୨ ତାରିଖରୁ ନିଖୋଜ ନେଇ କ୍ୟାପିଟାଲ ଥାନା ରେ ଏତଲା ହୋଇଛି । ସମ୍ପର୍କୀୟ ମାନଙ୍କୁ ପଚରାଉଚୁରା କରି ତଥ୍ୟ ସଂଗ୍ରହ କରାଯାଉଛି । ରେଲୱେ ଷ୍ଟେସନ , ବସଷ୍ଟାଣ୍ଡ, ଏୟାରପୋର୍ଟକୁ ଅବଗତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking