ପେଡମ୍ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି

କନ୍ଧମାଳ: କନ୍ଧମାଳ ବେଲଘର ଥାନା ପେଡମ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି । ଏକାଧିକ ମାଓବାଦୀ ଲୁଚିଥିବା ସନ୍ଦେହରେ ଆଜି ବି ସର୍ଚ୍ଚ ଅପରେସନ ଜାରି ରହିଛି । ସିଆରପିଏଫ୍ ଓ ଏସଓଜିର ମିଳିତ ଅପରେସନରେ କାଲି ୨ ମାଓବାଦୀ ନିହତ ହୋଇଥିଲେ । ୨ ମାଓବାଦୀଙ୍କୁ ଛତିଶଗଡର ସୁକମା ଜିଲ୍ଲାରୁ ଆସିଥିବା ଏରିଆ କମିଟି ସଦସ୍ୟ ବରୀ ଉରଫ କ୍କେଶ ଏସି ଏବଂ ବିଜାପୁର ଜିଲ୍ଲାର ପାର୍ଟି ସଦସ୍ୟ ଅମୃତ ଯୋଗାଣ ଡାଲାମ ବୋଲି ଚିହ୍ନଟ … Continue reading ପେଡମ୍ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି