ମହାରାଷ୍ଟ୍ରରରେ ଶିବାଜୀଙ୍କ ମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ଗିରଫ ହେଲେ ମୂର୍ତ୍ତିକାର

ମହାରାଷ୍ଟ୍ରର : ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ଗିରଫ ହେଲେ ମୂର୍ତ୍ତିକାର । ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ମାମଲାରେ ତାଙ୍କୁ ଗିରଫ କରାଯାଇଛି। ପୂର୍ବରୁ କଣ୍ଟ୍ରାକ୍ଟର ଚେତନ ପାଟିଲ ବନ୍ଧା ହୋଇଥିବା ବେଳେ ଏବେ ଏହାକୁ ନିର୍ମାଣ କରିଥିବା ମୁର୍ତ୍ତିକାର ଜୟଦୀପ ଆପଟାଙ୍କୁ ବାନ୍ଧିଛି କଲ୍ୟାଣ ପୁଲିସ୍‌। ଜୟଦୀପ ଆପଟେ କଲ୍ୟାଣ ଅଞ୍ଚଳରେ ଏକ ଆର୍ଟ କଲେଜ ପରିଚାଳନା କରନ୍ତି। ତାଙ୍କ ନିକଟରେ ବଡ଼ ମୂର୍ତ୍ତି ନିର୍ମାଣର ଅନୁଭବ ନ … Continue reading ମହାରାଷ୍ଟ୍ରରରେ ଶିବାଜୀଙ୍କ ମୂର୍ତ୍ତି ଭୁଶୁଡ଼ିବା ଘଟଣାରେ ଗିରଫ ହେଲେ ମୂର୍ତ୍ତିକାର