28.1 C
Bhubaneswar
Friday, March 29, 2024
Homeଓଡିଶାଟ୍ରକ ତଳେ ପଶିଗଲା ସ୍କର୍ପିଓ: ଜଣେ ମୃତ,୪ ଗୁରୁତର

ଟ୍ରକ ତଳେ ପଶିଗଲା ସ୍କର୍ପିଓ: ଜଣେ ମୃତ,୪ ଗୁରୁତର

ଭଦ୍ରକ: ସକାଳୁ ସକାଳୁ ଭଦ୍ରକ ଜିଲ୍ଲାରେ ଦୁଇଟି ଦୁର୍ଘଟଣା । ୧୬ ନମ୍ବର ଜାତୀୟ ରାଜପଥ ଛତାବର ନିକଟରେ ଠିଆ ହୋଇଥିବା ବେଳେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସ୍କର୍ପିଓ ଗାଡିଟି ଟ୍ରକ ତଳେ ପଶିଯାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ଭଦ୍ରକ ୧୬ନଂ ଜାତୀୟ ରାଜପଥ ତ୍ରିଶଳପୁର ଛକ ନିକଟରେ କୁକୁଡ଼ା ଚିଆଁ ଟ୍ରକ ଦୁର୍ଘଟଣା। ଫଳରେ ଟ୍ରକରେ ଥିବା ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଆଜି ଭୋରରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ତ୍ରୀଶଳପୁର ଛକ ନିକଟରେ ଦୁର୍ଘଟଣା ଘଟିଛି ।

ମରଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking