ବିଜ୍ଞାନ ଆଣିଦେଲା ପ୍ରଥମ ପ୍ରେମ : ‘ଏକ୍ସ’ରେ ଡ. ସଞ୍ଜନା ବଖାଣିଲେ ଅନୁଭୂତି

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ରେ ସମ୍ପ୍ରତି ‘ହାଓ ଇଟ୍ ଷ୍ଟାର୍ଟସ ଭର୍ସେସ ହାଓ ଇଟ୍ ଇଜ୍ ଗୋଇଂ’ ଟ୍ରେଣ୍ଡ୍ ଖୁବ୍ ଲୋକପ୍ରିୟ ହୋଇ ଚାଲିଛି। ଏଥିରେ ଜଣେ ନିଜର ହୃଦୟସ୍ପର୍ଶୀ ପ୍ରେମ କାହାଣୀ ବାଣ୍ଟିବା ପାଇଁ ଆଗେଇ ଆସିଥା’ନ୍ତି। ନିକଟରେ ଭାରତୀୟ ବଂଶୋଦ୍ଭବ ଡ. ସଞ୍ଜନା କାର୍ଟିସ ନାମକ ଜଣେ ମହିଳା ମାଇକ୍ରୋ ବ୍ଳଗିଂ ମଞ୍ଚ ‘ଏକ୍ସ’(ପୂର୍ବର ଟ୍ବିଟର)ରେ ଏପରି ଏକ ମର୍ମସ୍ପର୍ଶୀ କାହାଣୀ ବାଣ୍ଟିଛନ୍ତି। ଏକ ଅପ୍ରତ୍ୟାଶିତ ଅନ୍‌ଲାଇନ୍ ଚାଟ୍ ମାଧ୍ୟମରେ ପ୍ରେମ ପାଇବାର ତାଙ୍କ ଉଲ୍ଲେଖନୀୟ ଯାତ୍ରା … Continue reading ବିଜ୍ଞାନ ଆଣିଦେଲା ପ୍ରଥମ ପ୍ରେମ : ‘ଏକ୍ସ’ରେ ଡ. ସଞ୍ଜନା ବଖାଣିଲେ ଅନୁଭୂତି