34.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ଖୋଲିପାରେ ସ୍କୁଲ, ପ୍ରସ୍ତୁତି ଆରମ୍ଭ

ରାଜ୍ୟରେ ଖୋଲିପାରେ ସ୍କୁଲ, ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣ ଲାଗି ପ୍ରାୟ ୭ ମାସ ହେବ ବନ୍ଦ ଥିବା ସ୍କୁଲଗୁଡ଼ିକ ପୂଜା ଛୁଟି ପରେ ଖୋଲିପାରେ। ରାଜ୍ୟରେ ସ୍କୁଲ ଖୋଲିବା ନେଇ ଆଶା ଉଜ୍ୱଳ ହୋଇଛି । ସ୍କୁଲ ପରିସର ସଫା କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ ଏବଂ ଆସବାବପତ୍ର ସଫା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ୬ ମାସ ହେଲା ସ୍କୁଲ ବନ୍ଦ ରହିଥିବାରୁ ସଫା କରିବାକୁ ନିର୍ଦ୍ଦେଶ ଦିଆହେଇଛି । ଏହାକୁ ଦୃଷ୍ଟିରେ ରଖି ଶିକ୍ଷକମାନେ ହେଡ଼କ୍ୱାର୍ଟର ଛାଡି ନ ଯିବାକୁ କୁହାଯାଇଛି | ସ୍କୁଲଗୁଡ଼ିକୁ କୋଭିଡ-୧୯ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଦିଗରେ ସମସ୍ତେ କାର୍ଯ୍ୟ କରିବା ଲାଗି କୁହାଯାଇଛି | ଏହାର ଉଲ୍ଲଂଘନ କଲେ ଗୁରୁତର ସହିତ ନିଆଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking