ସ୍କୁଲ୍ ଖୋଲିବା ନିଷ୍ପତି ପୁଣି ସ୍ଥଗିତ

ଭୁୁବନେଶ୍ୱର: ଡ଼ିସେମ୍ବରରେ ପୁଣି ଫେରିପାରେ କୋରନା ।ଏବେ ମଧ୍ୟ ଅଧିକ ମାତ୍ରାରେ ବ୍ୟାପିବା ଆଶଙ୍କା ରଖି ସ୍କୁଲ୍ ଖୋଲିବା ନିଷ୍ପତିକୁ ପୁଣି ସ୍ଥଗିତ ରଖାଯାଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

LEAVE A REPLY

Please enter your comment!
Please enter your name here