30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶରାଜଧାନୀରେ ଖୋଲିଲା ସ୍କୁଲ

ରାଜଧାନୀରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ : ଦୀର୍ଘ ଦୁଇବର୍ଷ କରୋନା ପାଇଁ ଶିକ୍ଷା ପ୍ରଭାବିତ ହୋଇଛି । ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅନେକ ରାଜ୍ୟରେ ସ୍କୁଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହେବାରେ ଲାଗିଛି । ଦିଲ୍ଲୀ ସରକାର ସ୍କୁଲ ଓ କଲେଜ ଖୋଲିଛନ୍ତି । ଆଜିଠାରୁ ପୁଣିଥରେ ସମସ୍ତ ସ୍କୁଲ, କଲେଜ ଖୋଲିଛି । ୫୦% ଛାତ୍ରଛାତ୍ରୀଙ୍କୁ ନେଇ ସବୁ ଶ୍ରେଣୀର ପାଠପଢ଼ା ଆରମ୍ଭ ହୋଇଛି । ତେବେ ଆଜିଠାରୁ ସବୁ ସ୍କୁଲ ଓ କଲେଜ ଖୋଲିବାକୁ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ଦିଲ୍ଲୀର ଡିଡିଏମଏ । ଗାଇଡଲାଇନ୍ ମୁତାବକ, ଅଫଲାଇନ୍ କ୍ଲାସ ସମେତ ଅନଲାଇନ୍ କ୍ଲାସ ବି ଚାଲିବ । ସ୍କୁଲ ଖୋଲିବା ପରେ ପିଲାଙ୍କୁ କ୍ଲାସରୁମ ପଠାଇବାକୁ ପାଇଁ କୌଣସି ଅଭିଭାବକଙ୍କୁ ବାଧ୍ୟ କରାଯିବ ନାହିଁ । ଶିକ୍ଷକଙ୍କ ଟିକାକରଣ ଅତ୍ୟନ୍ତ ଆବଶ୍ୟକ । ପ୍ରାୟ ୯୮% ଶିକ୍ଷକ-ଶିକ୍ଷୟିତ୍ରୀ ଟିକାର ଗୋଟିଏ ଡୋଜ୍ ନେଇଥିବା ଜରୁରୀ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking