ନୂଆଁଖାଇ ଉପଲକ୍ଷେ ସୋମବାର ସ୍କୁଲ ଛୁଟି

ଭୁବନେଶ୍ୱର : ନୂଆଁଖାଇ ଉପଲକ୍ଷେ ସୋମବାର ସ୍କୁଲ ଛୁଟି । ସେପ୍ଟେମ୍ବର ୯ ତାରିଖରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ । ପୂର୍ବରୁ ଅଗଷ୍ଟ ୨୯ ତାରିଖରେ, ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ଗଣ ପର୍ବ ନୂଆଁଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରାଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆଁଖାଇ ସେପ୍ଟେମ୍ବର ୮ ତାରିଖ ରବିବାର ଛୁଟି ଦିବସ ହୋଇଥିବାରୁ ସେପ୍ଟେମ୍ବର … Continue reading ନୂଆଁଖାଇ ଉପଲକ୍ଷେ ସୋମବାର ସ୍କୁଲ ଛୁଟି