ଯାଜପୁର: ଯାଜପୁରରେ ଏବେ ଥମୁନି ଡାଇରିଆ କୋପ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଯାହାକୁ ନେଇ ଏବେ ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ । ତେବେ ଆସନ୍ତା ୨୦ ତାରିଖରୁ ସାରା ରାଜ୍ୟରେ ସ୍କୁଲ ଖୋଲିବାକୁ ଥିବାବେଳେ ଯାଜପୁରରେ କିନ୍ତୁ ୨୪ ଯାଏଁ ସ୍କୁଲ ଛୁଟି ରହିବ । ଡାଇରିଆ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର … Continue reading ୨୪ ଯାଏଁ ଯାଜପୁରରେ ସ୍କୁଲ ଛୁଟି
Copy and paste this URL into your WordPress site to embed
Copy and paste this code into your site to embed