26.7 C
Bhubaneswar
Friday, April 19, 2024
Homeଓଡିଶାବନ୍ଦ ପାଇଁ ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି

ବନ୍ଦ ପାଇଁ ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର : ଆସନ୍ତାକାଲି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡ଼ାକରା ଦିଆଯାଇଥିବାରୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ନିଜ ନିଜ ଅଂଚଳରେ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି । ବନ୍ଦ ପାଇଁ ସୁରକ୍ଷା ଦୃଷ୍ଟିରୁ ସ୍କୁଲକୁ ଛୁଟି ଘୋଷଣା ଜିଲ୍ଲାପାଳମାନେ କରିଛନ୍ତି ବୋଲି ଦର୍ଶାଯାଇଛି । ଏଥିରେ ଖୋର୍ଦ୍ଧା, ଢ଼େଙ୍କାନାଳ, ଫୁଲବାଣୀ, ଗଞ୍ଜାମ ଓ ଅନ୍ୟ କେତେକ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି ।
ସିଏଏ ଦର ଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ କେନ୍ଦ୍ରୀୟ ସଂଗଠନ ଗୁଡ଼ିକ ବୁଧବାର ୨୪ଘଂଟିଆ ଭାରତ ବନ୍ଦ ଡ଼ାକରା ଦେଇଛନ୍ତି । ଏହି ବନ୍ଦକୁ କଂଗ୍ରେସ ସମର୍ଥନ କରୁଛି । ବିଜେଡି ତା’ର ମତ ସ୍ପଷ୍ଟ କରିନନାହିଁ ।
https://onakhabar.com/2020/01/07/utkal-university-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking