ସ୍କୁଲ ଅଟୋ ଓଲଟି ଛାତ୍ରୀ ମୃତ

ବାସୁଦେବପୁର: ସ୍କୁଲ ଅଟୋ ଓଲଟି ଜଣେ ଛାତ୍ରୀ ମୃତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ସୂଚନା ରହିଛି । ମଣ୍ଡାରି ଛକ ନିକଟରେ ଭାରସାମ୍ୟ ହରାଇ ଅଟୋଟି ଓଲଟିଯାଇଥିଲା । ଏତିକି ବର୍ଷ ରହିବା ପରେ ଭଡାଘରକୁ ନିଜର କରିପାରିବେ ଭଡାଟିଆ, ଜାଣନ୍ତୁ କଣ ରହିଛି ଆଇନ୍