27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଆଜିଠୁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ

ଆଜିଠୁ ସ୍କୁଲରେ ନାମଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ଆଜିଠୁ ସ୍କୁଲରେ ନାମଲେଖା ଆରମ୍ଭ । ପ୍ରତିଦିନ ସକାଳ ୭ଟାରୁ ସକାଳ ୯ଟା ୩୦ ମଧ୍ୟରେ ହେବ ନାମ ଲେଖା । ଏପ୍ରକ୍ରିୟା ସମୟରେ ଅନେକ କଟକଣା ଲାଗୁ କରାଯାଇଛି । ଗୋଟିଏ ସମୟରେ ୫ରୁ ଅଧିକ ଅଭିଭାବକ କିମ୍ବା ଛାତ୍ରଛାତ୍ରୀ ସ୍କୁଲକୁ ଆସିବାକୁ ଅନୁମତି ଦିଆଯିବ ନାହିଁ । ଏହା ସହିତ ସ୍କୁଲକୁ ଆସିବା ସମୟରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ । ଅନ୍ୟପଟେ ଜୁଲାଇ ୧୫ ସୁଦ୍ଧା ନାମ ଲେଖା ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ବ୍ଳକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଆଜିଠୁ ଅଫଲାଇନରେ +୨ ଖାତା ଦେଖା ହେବ।+୨ କଳା ଓ ଧନ୍ଦାମୂଳକ ଖାତାଦେଖା ହେବ । ୬୬ ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିବେ ୧୧ ହଜାର ଅଧ୍ୟାପକ ।
https://onakhabar.com/2020/06/07/can-withdrew-money-from-atm-by-not-touching/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking