40.1 C
Bhubaneswar
Thursday, April 25, 2024
Homeବିଜିନେସ୍କାଲି ବନ୍ଦ ରହିବ ଏସ୍‌ବିଆଇ ଇ-ବ୍ୟାଙ୍କିଙ୍ଗ୍

କାଲି ବନ୍ଦ ରହିବ ଏସ୍‌ବିଆଇ ଇ-ବ୍ୟାଙ୍କିଙ୍ଗ୍

ନୂଆଦିଲ୍ଲୀ : ରବିବାର ‌ସମଗ୍ର ଦେଶରେ ଏସ୍‌ବିଆଇର ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍ ସେବା ବନ୍ଦ ରହିବ। ଏ ନେଇ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି  କିଛି ସମୟ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍‌ବିଆଇ) ର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ମିଳିବ ନାହିଁ ।  ସୂଚନା ଅନୁଯାୟୀ ଏହାର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଜୁଲାଇ ୪ ତାରିଖ ଦିନ ୨ ଘଣ୍ଟା ୨୫ ମିନିଟ୍‌ ପର୍ୟ୍ୟନ୍ତ ଉପଲବ୍ଧ ହେବ ନାହିଁ। ଏହି ଅବଧି ମଧ୍ୟରେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା / ୟୋନୋ/ୟୋନୋ ଲାଇଟ୍‌/ୟୁପିଆଇ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିବ ନାହିଁ। ଏ ନେଇ ଏସ୍‌ବିଆଇ ଅଫିସିଆଲ୍‌ ଟ୍ବିଟର ହାଣ୍ଡେଲ୍‌ରେ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking