43 C
Bhubaneswar
Tuesday, April 16, 2024
Homeବିଜିନେସ୍ଜୁଲାଇ ୧ରୁ ଲାଗୁ ହେବ ଏହି ନୂଆ ନିୟମ

ଜୁଲାଇ ୧ରୁ ଲାଗୁ ହେବ ଏହି ନୂଆ ନିୟମ

ନୂଆଦିଲ୍ଲୀ: ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ର ଗ୍ରାହକ ତେବେ ଆପଣଙ୍କ ପାଇଁ ଏକ ଜରୁରୀ ସୂଚନା । ବ୍ୟାଙ୍କ ଅନେକ ଜରୁରୀ ନିୟମରେ ପରିବର୍ତନ କରିଛି । ବ୍ୟାଙ୍କରୁ ମିଳିଥିବା ସୂଚନା ଅନୁସାରେ, ନୂଆ ନିୟମ ଲାଗୁ ହେବା ପରେ ଏଟିଏମରୁ କ୍ୟାସ ଉଠାଇବା ଓ ଚେକବୁକ ବ୍ୟବହାର କରିବା ମହଙ୍ଗା ପ୍ରମାଣିତ ହୋଇପାରେ ।
ଜୁଲାଇ ୧ରୁ ଦେଶର ସବୁଠୁ ବଡ ବ୍ୟାଙ୍କ ଏସବିଆଇ ଅନେକ ନିୟମରେ ପରିବ୍ରତ କରିବାକୁ ଯାଉଛି । ବ୍ୟାଙ୍କ ଇଣ୍ଡିଆ ନିଜ ଏଟିଏମ ଓ ବ୍ୟାଙ୍କ ବ୍ରାଂଚରୁ ପଇସା ଉଠାଇବା ସର୍ଭିସ ଚାର୍ଜରେ ପରିବର୍ତନ କରିଛି । ଏହି ଅନୁସାରେ, ନୂଆ ଚାର୍ଜ ଟ୍ରାନ୍ସଫର ଓ ଅନ୍ୟ ନନ ଫାଇନାନ୍ସିଆଲ କାରବାର ଉପରେ ଲାଗୁ କରାଯିବ । ୧ ଜୁଲାଇ ୨୦୨୧ରୁ ବେସିକ ସେଭିଂସ ବ୍ୟାଙ୍କ ଡିପୋଜିଟ ଖାତାଧାରକଙ୍କ ଉପରେ ଲାଗୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking