ଦମ ଅଛି ତ ବିଜେଡି ଏକା ଲଢିବ ବୋଲି କହୁ : ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେବ ନା ନାହିଁ? ସେନେଇ ସସ୍‌ପେନ୍ସ ଜାରି ରହିଛି। ଯଦି ମେଣ୍ଟ ହୁଏ ତେବେ କିଏ କେତେ ଆସନ ପାଇବ। ଗତ କିଛିଦିନ ଧରି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ବିଜେପି ଓ ବିଜେଡି ଭିତରେ ମେଣ୍ଟ ଚର୍ଚ୍ଚା ନିକଟରେ ବିଜେପିରେ ମିଶିଥିବା ପ୍ରଦୀପ ପାଣିଗ୍ରାହୀ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଦମ ଅଛି ତ ବିଜେଡି ଏକା ଲଢିବ ବୋଲି କହୁ ବୋଲି … Continue reading ଦମ ଅଛି ତ ବିଜେଡି ଏକା ଲଢିବ ବୋଲି କହୁ : ପ୍ରଦୀପ ପାଣିଗ୍ରାହୀ