ସତ୍ୟେନ୍ଦ୍ରଙ୍କ ଜାମିନ ମିଆଦ ଆଉ ୫ ସପ୍ତାହ ବୃଦ୍ଧି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ପକ୍ଷରୁ ସୋମବାର ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅନ୍ତରୀଣ ଜାମିନ ମିଆଦକୁ ଆଉ ୫ ସପ୍ତାହ ବୃଦ୍ଧି କରାଯାଇଛି । ଜୁଲାଇ ୨୧ରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସତ୍ୟେନ୍ଦ୍ରଙ୍କ ମେରୁଦଣ୍ଡରେ ଅସ୍ର୍ତ୍ରୋପଚାର କରାଯାଇଛି । ତେଣୁ ସୁସ୍ଥ ହେବାକୁ କିଛି ଦିନ ଲାଗିବ ବୋଲି ଡାକ୍ତର କହିଛନ୍ତି । ଏହି ପରିପ୍ରେକ୍ଷୀରେ ଜାମିନ ମିଆଦ ବୃଦ୍ଧି କରିବାକୁ ସତ୍ୟେନ୍ଦ୍ରଙ୍କ ଓକିଲ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଥିଲେ । ଜଷ୍ଟିସ … Continue reading ସତ୍ୟେନ୍ଦ୍ରଙ୍କ ଜାମିନ ମିଆଦ ଆଉ ୫ ସପ୍ତାହ ବୃଦ୍ଧି