32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗସତ୍ୟଜିତ ମହାନ୍ତି ହେଲେ ଓପିଏସସିର ଚେୟାରମ୍ୟାନ

ସତ୍ୟଜିତ ମହାନ୍ତି ହେଲେ ଓପିଏସସିର ଚେୟାରମ୍ୟାନ

ଭୁବନେଶ୍ୱର : ବରିଷ୍ଠ ଆଇପିଏସ ସତ୍ୟଜିତ ମହାନ୍ତି ହେଲେ ଓଡିଶା ଜନସେବା ଆୟୋଗର ଚେୟାରମ୍ୟାନ । ରାଜ୍ୟପାଳ ଗଣେସି ଲାଲ ତାଙ୍କୁ ଏହି ପଦବୀରେ ନିଯୁକ୍ତ କରାଇଛନ୍ତି । ବର୍ତ୍ତମାନସେ ଅଗ୍ନିଶମ ସେବାର ମହାନିର୍ଦ୍ଦଶକ ତଥା ହୋମଗାର୍ଡର କମାଣ୍ଡାଣ୍ଟ ଓ ସିଭିଲ ଡିଫେନ୍ସ ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଅଛନ୍ତି । ସେ ନିଜର ଅବସର ନେବା ପର୍ଯ୍ୟନ୍ତ ଜନସେବା ଆୟୋଗର ଚେୟାରମ୍ୟାନ ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି ।

ପ୍ରକାଶଥାଉଯେ ସତ୍ୟଜିତ ମହାନ୍ତି ୧୯୮୮ ବ୍ୟାଚର ବରିଷ୍ଠ ଆପିଏସ ଅଧିକାରୀ । ସେ ପ୍ରଥମେ କଟକ, କୋରାପୁଟ, ବାଲେଶ୍ୱର ଜିଲ୍ଲାରେ ଏସପି ଭାବରେ କାର୍ଯ୍ୟ କରିଛିନ୍ତି । ୨୦୧୮ରେ ସେ କଟକ-ଭୁବନେଶ୍ୱର କମିଶନର ଭାବରେ କାର୍ଯ୍ୟ କରୁଥିଲେ । ଏହା ସହ ସେ ରାଜ୍ୟ ପୋଲିସ ବିଭାଗର ବହୁ ଗୁରୁତ୍ୱ ପୁର୍ଣ୍ଣ ପଦବୀରେ ରହି କାର୍ଯ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking