27.1 C
Bhubaneswar
Thursday, April 25, 2024
Homeଓଡିଶାହୋଟେଲ ଓ ଲଜ ପାଇଁ ଲଞ୍ଚ ହେଲା ‘ସରାଇ ଆପ’

ହୋଟେଲ ଓ ଲଜ ପାଇଁ ଲଞ୍ଚ ହେଲା ‘ସରାଇ ଆପ’

ଭୁବନେଶ୍ୱର: ଭୁବନେଶ୍ୱରରେ ହୋଟେଲ ଓ ଲଜ ପାଇଁ ଲଞ୍ଚ ହୋଇଛି ନୂଆ ଆପ୍‌ । ପ୍ରଥମ ଥର ପାଇଁ ଲଞ୍ଚ ହୋଇଥିବା ଏହି ଆପ୍ଲିକେସନର ନାଁ ହେଉଛି -ସରାଇ ଆପ୍‌ । ଏହି ଆପ୍ ଜରିଆରେ ପ୍ରତ୍ୟେକ ଦିନର ବିବରଣୀ ହୋଟେଲ କର୍ତ୍ତୃପକ୍ଷ ଦେଇପାରିବେ ।
ସେହିପରି କରୋନା ସମୟରେ ରାଜଧାନୀ ଭବନେଶ୍ୱରରେ ବୃଦ୍ଧି ପାଇଛି ଧଳା ଜହର ବେପାର । ବାରମ୍ବାର ରେଡ୍‌ ପରେ ମଧ୍ୟ ସୁଧୁରୁ ନାହାଁନ୍ତି ନିଶା ବେପାରୀ। ସେଥିପାଇଁ ଭୁବନେଶ୍ୱରରେ ଡ୍ରଗ୍ସ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ଅପରେସନ୍‌ । ଆରମ୍ଭ ହୋଇଛି ଅପରେସନ ହ୍ୱାଇଟ ସ୍ପାଇଡର । ଷ୍ଟ୍ରିଟ କ୍ରାଇମ ରୋକିବା ପାଇଁ ଏବଂ ବିଶେଷକରି ବସ୍ତିରେ ଥିବା ପିଲାମାନେ ଡ୍ରଗ୍ସ ଖାଇ ଭିଭିନ୍ନ ଅପରାଧରେ ଲିପ୍ତ ରହୁଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking