ଲଗାଣ ବର୍ଷାରେ ବୁଡ଼ିଲା ଶାନ୍ତି ନଗର

santinagar

ବ୍ରହ୍ମପୁର : ଆଜି ବ୍ରହ୍ମପୁର ସହରର ୧ ନମ୍ବର ୱାର୍ଡ ଶାନ୍ତି ନଗରରେ ଲଗାଣ ବର୍ଷା ଜଗୁ ଲୋକ ନାହିଁ ନଥବା ଅସୁବିଧା ଭଗ କରୁଛନ୍ତି । ଏହି ଅଭିଯୋଗ ନେଇ ୨୦୧୩ ମସିହାରୁ ବହୁ ଥର ବ୍ରହ୍ମପୁର BeMC କମିଶନରଙ୍କୁ ଅଞ୍ଚଳବାସୀ ଜଣାଇ ଆସୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ କିଛି କାମ ହେଉନାହିଁ କି ଜଳ ନିଷ୍କାସନ ନିମନ୍ତେ ରୋଡ଼, ଡ୍ରେନ ମରାମତି ହେଇପାରିଲା ନାହିଁ । ତେଣୁ ବର୍ତମାନର ଲଗାଣ ବର୍ଷା ନେଇ ଆଜି BeMC କମିଶନରର ଅଫିସକୁ ସମସ୍ତ ସାହି ବାସିନ୍ଦା ଆସି ତୁରନ୍ତ ରାସ୍ତା ମରାମତି ସହିତ ଡ୍ରେନର ସୁବିଧା କରିବାକୁ Bemc କମିଶନରଙ୍କୁ ଜଣାଇବାରୁ କମିଶନର ଯଥା ଶୀଘ୍ର ଏହି କାଯ୍ୟ କରିବା ନିମନ୍ତେ ପତିଶ୍ରୁତ ଦେଇଛନ୍ତ। ଏହି ଅଭିଯୋଗ ନେଇ ରବିନ୍ଦ ପାଢ଼ୀ, କୁନି ମହାରଣା, ବୁଲୁ ସାହୁ, କୁମାରୀ ବେହେରା, କୁନୁ ମହାରଣା, ପ୍ରମୋଦ ଭୂୟାଁ, ଶାନ୍ତି ନଗର ବହୁ ସଂଖ୍ୟାରେ ଯୋଗ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here