40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗସଂଜୀବ ମିତ୍ତଲ ହେଲେ ଜ୍ୟୋତିବିହାର ଭିସି

ସଂଜୀବ ମିତ୍ତଲ ହେଲେ ଜ୍ୟୋତିବିହାର ଭିସି

ଭୁବନେଶ୍ୱର: ପ୍ରଫେସର ସଂଜୀବ ମିତ୍ତଲ ହୋଇଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି । ପ୍ରଫେସର ମିତ୍ତଲଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ପ୍ରଫେସର ମିତ୍ତଲଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ । ଏବେ ଗୁରୁ ଗୋବିନ୍ଦ ସିଂ ବିଶ୍ୱବିଦ୍ୟାଳୟରେ ମ୍ୟାନେଜମେଣ୍ଟ ପ୍ରଫେସର ଅଛନ୍ତି ମିତ୍ତଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking