ଇଡିରେ ହାଜରହେଲେ ସଞ୍ଜୟ ରାଉତ

ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଶୁକ୍ରବାର ଇଡି ଅଫିସ୍‌ରେ ହାଜର ହୋଇଛନ୍ତି । ଏହି ଅବସରରେ ତାଙ୍କ ସହ ଶତାଧିକ ଶିବସେନା କର୍ମକର୍ତ୍ତା ଇଡି ଅଫିସ୍ ପର୍ଯ୍ୟନ୍ତ ଆସି ସେଠାରେ ସ୍ଳୋଗାନ ଦେଇଥିଲେ । ଆଜି ସକାଳେ ସ୍ୱୟଂ ସଞ୍ଜୟ ରାଉତ ଟ୍ୱିଟ୍‌କରି ଆଜି ଇଡି ସାମ୍ନାରେ ହାଜରେ ହେବେ ବୋଲି କହିଥିଲେ । ଉଲ୍ଲେଖଯୋଗ୍ୟ, ପାତ୍ରା ଚାଲ୍ ଜମି ଘୋଟାଲା ମାମଲାରେ ଇଡି ତାଙ୍କୁ ଜୁନ୍ ୨୯ ତାରିଖରେ ହାଜର ହେବାକୁ … Continue reading ଇଡିରେ ହାଜରହେଲେ ସଞ୍ଜୟ ରାଉତ