38.1 C
Bhubaneswar
Tuesday, April 23, 2024
Homeଓଡିଶାଭୁବନେଶ୍ୱରର ଅନେକ ସ୍ଥାନକୁ ସାନିଟାଇଜେସନ

ଭୁବନେଶ୍ୱରର ଅନେକ ସ୍ଥାନକୁ ସାନିଟାଇଜେସନ

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ପ୍ରଭାବରେ ସମଗ୍ର ଭୁବନେଶ୍ୱରବାସୀ ଭୟର ବାତାବରଣ ମଧ୍ୟରେ ଥିବା ସମୟରେ ଏଥିରେ କିଛି ଆଶ୍ବସ୍ଥି ଆଣିଛି ଏ.ବି.ସି ଗ୍ରୁପ । ଏ ବି ସି ଗ୍ରୁପର ଚେୟାରମ୍ୟାନ ତନ୍ମୟ ମିଶ୍ର ଏବଂ ପୂର୍ବତନ କର୍ପୋରେଟର ଅମରେଶ ଜେନାଙ୍କ ମିଳିତ ଉଦ୍ୟମରେ ଭୁବନେଶ୍ୱରର ଅନେକ ସ୍ଥାନକୁ ଆଜି ସାନିଟାଇଜେସନ କରାଯିବା ସହ ଆସନ୍ତା କାଲି ମଧ୍ୟ ଏହି କାର୍ଯ୍ୟ ଜାରିରହିବା ନେଇ ସୂଚନା ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ପ୍ରାୟ ସମସ୍ତ ସ୍ଥାନରୁ କରୋନା ରୋଗୀ ଚିହ୍ନଟ ହେବା ପରେ ସେ ସ୍ଥାନରେ ଭୟର ବାତାବରଣ ଦେଖାଦେଇଛି । କାରଣ କରୋନା ଭୁତାଣୁ ବାୟୁ ମାଧ୍ୟମରେ ନିଜ କାୟା ବିସ୍ତାର କରୁଥିବା ପ୍ରକାଶିତ ହେବା ପରେ କରୋନା ରୋଗୀ ଚିହ୍ନଟ ସ୍ଥାନର ବାସିନ୍ଦାଙ୍କ ମନରେ ଭୟ ସୃଷ୍ଟି ହେବା ସ୍ୱାଭାବିକ କଥା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking