ବିଜେଡିରୁ ସନାତନ, ଅରବିନ୍ଦ ନିଲମ୍ବିତ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ବରିଷ୍ଠ ନେତା ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିରୁ ଦୁଇ ନେତାଙ୍କୁ ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ, ସନାତନ ମହାକୁଡ଼ ହେଉଛନ୍ତି ଚମ୍ପୁଆ ବିଧାୟକ। ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ହେଉଛନ୍ତି ଅରବିନ୍ଦ ମହାପାତ୍ର। ଏନେଇ ବାଚସ୍ପତିଙ୍କୁ ବିଜେଡି ତରଫରୁ ସୂଚନା ଦିଆଯାଇଛି । ଦଳର ସୁପ୍ରିମୋଙ୍କ ଏଭଳି … Continue reading ବିଜେଡିରୁ ସନାତନ, ଅରବିନ୍ଦ ନିଲମ୍ବିତ