30.1 C
Bhubaneswar
Wednesday, April 24, 2024
Homeଓଡିଶାସମ୍ବିତ ପାତ୍ର ଡ୍ରାମା କରୁଛନ୍ତି –ପ୍ରତାପ

ସମ୍ବିତ ପାତ୍ର ଡ୍ରାମା କରୁଛନ୍ତି –ପ୍ରତାପ

ଭୁବନେଶ୍ୱର : ସମ୍ବିତ ପାତ୍ରଙ୍କ ମନ୍ତବ୍ୟ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବଙ୍କ ପ୍ରତିକ୍ରିୟା । ସମ୍ବିତ ପାତ୍ର ଯାହା କହୁଛନ୍ତି , ଯାହା କରୁଛନ୍ତି ସବୁ ଡ୍ରାମା । ପୁରୀରୁ ପ୍ରାର୍ଥୀ ପୂର୍ବରୁ କେବେ ଆସିଥିଲେ ନା ଜଗନ୍ନାଥ ଙ୍କ ପାଇଁ କିଛି କହିଥିଲେ । ‘ମୋ ରାଣ ମତେ ଭଲ ପା’ ପରି ଆଚରଣ କରୁଛନ୍ତି ସମ୍ବିତ । ଯାହା କରୁଛନ୍ତି ମିଡିଆରେ ରହିବାକୁ କରୁଛନ୍ତି କହିଲେ ପ୍ରତାପ ଦେବ । ମାମଲା କୋର୍ଟ ରେ ଥିବାରୁ ବୈଷୟିକ ଦିଗ ଉପରେ କହିବା ଠିକ୍ ହେବନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking