26.1 C
Bhubaneswar
Friday, March 29, 2024
Homeଓଡିଶାପିଶାଚ ବାପାର ନାରକୀୟ କାଣ୍ଡ

ପିଶାଚ ବାପାର ନାରକୀୟ କାଣ୍ଡ

ସମ୍ବଲପୁର : ଗୋବିନ୍ଦପୁର ଥାନା ଯୌତୁକବାହାଲ ଗାଁ’ରେ ଅଭାବନୀୟ ଘଟଣା ଘଟିଯାଇଛି । ପିଶାସ ବାପା ଗୋଟିଏ ଝିଅକୁ ହାଣି ହତ୍ୟା ପରେ ଆଉ ୩ଝିଅକୁ ହାଣି ଗୁରୁତର କରିଛି । ପତ୍ନୀକୁ ମଧ୍ୟ ହାଣି ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି । ଗୋଟିଏ ପରିବାରର ୫ ଗୁରୁତର ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ, ପାରିବାରିକ ସମସ୍ୟାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ପଟିତୁଣ୍ଡ ହୁଏ । ହେଲେ ଏଡି ଝଗଡ଼ା ଏତେ ଉଗ୍ରରୂପ ନେଲା ଯେ, ସ୍ୱାୀ ରାଗିଯାଇ ଝିଅକୁ ହାଣି ହତ୍ୟା କରିବା ପରେ ସ୍ତ୍ରୀ ଓ ଅନ୍ୟ ୩ଝିଅକୁ ହାଣି ନିଜେ ଆତ୍ମହତ୍ୟ ଉଦ୍ୟମ କରିବା ଆଲୋଡ଼ନର ବିଷୟ ହୋଇଛି । ଏ ନେଇ ଘଟଣାରସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଦାର କରି ବ୍ୟଚ୍ଛେଦ ପାଇଁ ପଠାଇବା ସହ ଘଟଣାରର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking