34.1 C
Bhubaneswar
Thursday, April 25, 2024
Homeଓଡିଶାଇଣ୍ଡିଆ ବୁକ ଅଫ୍ ରେକର୍ଡ ରେ ସ୍ଥାନ ପାଇଲେ ସ୍ୱୟଂ ସମର୍ପିତ ପରିଡା

ଇଣ୍ଡିଆ ବୁକ ଅଫ୍ ରେକର୍ଡ ରେ ସ୍ଥାନ ପାଇଲେ ସ୍ୱୟଂ ସମର୍ପିତ ପରିଡା

ବାଲିକୁଦା : ବାଲିକୁଦା ବ୍ଲକ ବରମୁଣ୍ଡଳୀ ପଂଚାୟତ ତାଳଗାଁ ଗ୍ରାମର ଶୈଳେନ୍ଦୁ ପ୍ରତାପ ପରିଡା ଓ ମାତା ସାଗରିକା ସ୍ୱାଇଁ ଙ୍କ ଏକମାତ୍ର ପୁଅ ସମର୍ପିତ ପରିଡା ।ଏତେ କମ ବୟସରେ ବିଚକ୍ଷଣ ପ୍ରତିଭାର ପରିଚୟ ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ସମର୍ପିତ ପିଲାଟି ବେଳି ସାଧାରଣ ଜ୍ଞାନ ସମ୍ବନ୍ଧରେ ଶିଖୁଥିବା ବେଳେ ଅତି ସହଜରେ ଏହାକୁ ମନେ ରଖୁଥିଲା । ଏହି ସଫଳତା ର ଶ୍ରେୟ ତାଙ୍କର ଜେଜେ ରାହାଣ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପରିଡା ଓ ଆଇ ବିନୋଦିନୀ ଙ୍କୁ ଦେଇଛନ୍ତି ସମର୍ପିତ ଙ୍କ ପିତା ମାତା । ସମର୍ପିତ ଙ୍କ ସଫଳତା ପରେ ତାଳଗାଁ ଗ୍ରାମବାସୀ ଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ଏଥିପାଇଁ ଚାରିଆଡୁ ତାଙ୍କୁ ଆଶୀର୍ବାଦ ଓ ଶୁଭେଚ୍ଛାର ସୁଅ ଛୁଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking