ସାଙ୍ଗ ସାଜିଲା ସୈତାନ; ପ୍ରଥମେ ଦୁଷ୍କର୍ମ ଆଉ ତାପରେ….

କେନ୍ଦ୍ରାପଡା: ସାଙ୍ଗ ସାଜିଲା ସୈତାନ । ସାଙ୍ଗର ପତ୍ନୀଙ୍କୁ ଦୁଷ୍କର୍ମ କଲା ସାଙ୍ଗ । ଘଟଣାର ୯ ବର୍ଷ ପରେ ଅଭିଯୁକ୍ତଙ୍କକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ସୋମବାର ଏହି ଘଟଣାର ରାୟ ଶୁଣାଇଥିଲେ କେନ୍ଦ୍ରାପଡା ଫାର୍ଷ୍ଟଟ୍ରାକ କୋର୍ଟ । ଅଭିଯୁକ୍ତ ଜଣଙ୍କ ହେଉଛି ତପନ କୁମାର ସାହୁ । ପୀଡିତା ମହିଳାଙ୍କ ଘର କେନ୍ଦ୍ରାପଡା ପାଟକୁରା ଥାନା ଅଞ୍ଚଳରେ । ତାଙ୍କ ସ୍ୱାମୀ ଭୁବନେଶ୍ୱରରେ ରହି କାମ କରୁଥିବା ବେଳେ ସେଠାରେ ଖୋର୍ଦ୍ଧା … Continue reading ସାଙ୍ଗ ସାଜିଲା ସୈତାନ; ପ୍ରଥମେ ଦୁଷ୍କର୍ମ ଆଉ ତାପରେ….