ମନ୍ଦିରରେ ସାଧୁଙ୍କୁ ହତ୍ୟା, କିଏ ସେ ହତ୍ୟାକାରୀ? ଖୋଜୁଛି ପୋଲିସ
ନୂଆଦିଲ୍ଲୀ: ଅଯୋଧ୍ୟାର ପ୍ରସିଦ୍ଧ ହନୁମାନଗଡି ମନ୍ଦିରରେ ଜଣେ ସାଧୁଙ୍କର ଗଳା କାଟି ହତ୍ୟା କରାଯାଇଛି । ଗୁରୁବାର ସକାଳେ ଏପରି ଘଟଣା ବିଷୟରେ ଜାଣିବା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଏହି ସାଧୁଙ୍କ ନାମ ରାମ ସାହାରେ ଦାସ ଓ ସେ ବସନ୍ତିଆ ପଟ୍ଟୀର ସନ୍ଥ ଦୁର୍ବଳ ଦାସଙ୍କ ଶିଷ୍ୟ ଥିଲେ । ଘଟଣାର ସୂଚନା ମିଳିବା ମାତ୍ରକେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଦେଇଛି । ଆମ୍ବେଦକରନଗର ଭିଟିରେ ପ୍ରାୟ … Continue reading ମନ୍ଦିରରେ ସାଧୁଙ୍କୁ ହତ୍ୟା, କିଏ ସେ ହତ୍ୟାକାରୀ? ଖୋଜୁଛି ପୋଲିସ
Copy and paste this URL into your WordPress site to embed
Copy and paste this code into your site to embed