28.1 C
Bhubaneswar
Wednesday, June 11, 2025
Homeଓଡିଶାଦୁଃଖଦ ଖବର: ବିଦ୍ୟୁତ ଆଘାତରେ ୬ ଶ୍ରମିକ ଗୁରୁତର

ଦୁଃଖଦ ଖବର: ବିଦ୍ୟୁତ ଆଘାତରେ ୬ ଶ୍ରମିକ ଗୁରୁତର

ବାଲେଶ୍ୱର : ବାଲେଶ୍ୱରରେ ଦୁଃଖଦ ଖବର । ବିଦ୍ୟୁତ ଆଘାତରେ ୬ ଶ୍ରମିକ ଗୁରୁତର । ବାଲିଆପାଳ ଥାନା ବସ୍‌ଷ୍ଟାଣ୍ଡ ନିକଟରେ କାମ କରୁଥିବା ବେଳେ ଅଘଟଣ ଘଟିଛି । ଗୁରୁତରଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏକ ଘରୋଇ ବିଲଡିଂରେ ଶ୍ରମିକମାନେ କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ଶ୍ରମିକ । ଘଟଣାସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking