୧୬ରେ ଖୋଲିବ ସାବରିମାଲା ମନ୍ଦିର

କେରଳ : ଭକ୍ତଙ୍କ ପାଇଁ ଖୁସି ଖବର । ଆସନ୍ତା ୧୬ ତାରିଖ ଅପରାହ୍ଣରେ ଖୋଲିବ କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସାବରିମାଲାରେ ଥିବା ଭଗବାନ ଆୟାପ୍ପା ସ୍ୱାମୀ ମନ୍ଦିର । ତେବେ ଶ୍ରଦ୍ଧାଳୁମାନେ ୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଦର୍ଶନ କରିପାରିବେ ବୋଲି ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ଟ୍ରାଭାଙ୍କୋର ଦେବସ୍ବମ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ପାରମ୍ପରିକ ତୁଳା ମାସ ପୂଜା ପାଇଁ ମନ୍ଦିର ଏହି ୬ ଦିନ ପାଇଁ ଖୋଲିବ । … Continue reading ୧୬ରେ ଖୋଲିବ ସାବରିମାଲା ମନ୍ଦିର