33.1 C
Bhubaneswar
Sunday, June 26, 2022
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଋଷ କବଜାରେ ପୂର୍ବ ୟୁକ୍ରେନର ୨ଟି ଗାଁ

ଋଷ କବଜାରେ ପୂର୍ବ ୟୁକ୍ରେନର ୨ଟି ଗାଁ

ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ୪ ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ସାମ୍ନାକୁ ଆସିନାହିଁ । କିନ୍ତୁ ଋଷ ସେନା ୟୁକ୍ରେନର ଅନେକ କ୍ଷତି ଘଟାଇବା ସହ ଦେଶର ପୂର୍ବ ଅଂଶର ଏକ ବଡ଼ ଅଞ୍ଚଳ ଉପରେ କବଜା କରିନେଇଛି । ଇତିମଧ୍ୟରେ ଆଜି ପୂର୍ବ ୟୁକ୍ରେନର ୨ଟି ଗାଁ ଉପରେ ମଧ୍ୟ ଋଷ କବଜା କରିଛି । ଋଷ ସୈନ୍ୟ ମୁଖ୍ୟଙ୍କ ମୁତାବକ, ୟୁକ୍ରେନର ଗୁରୁତ୍ୱପୂର୍ଣ୍ଣ ହାଇୱେ ଉପରେ ଋଷ କବଜା କରିବାକୁ ଚାହୁଁଛି । ଫଳରେ ୟୁକ୍ରେନୀ ସୈନିକଙ୍କ ରାସନ ଆଦି ରୋକାଯିବା ସହ ତାଙ୍କୁ ଘେରାବନ୍ଦୀ କରାଯାଇ ପାରିବ । ଅନ୍ୟପଟେ ୟୁକ୍ରେନ ସୈନ୍ୟ ମୁଖ୍ୟ କହିଛନ୍ତି ଯେ, ଋଷ ସୈନିକ ୟୁକ୍ରେନର ଲୋସକୁତୀବକା ଏବଂ ରାଇ-ଔଲେକ୍ସାଦ୍ରୀବକା ଗାଁ ଉପରେ କବଜା କରିନେଇଛି ।

ଆସନ୍ତା ସପ୍ତାହରୁ ଅମରନାଥ ଯାତ୍ରା: ପ୍ରସ୍ତୁତି ନେଇ ସମୀକ୍ଷା କଲେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking