ଋଷି ସୁନକଙ୍କ ରୋଷେଇ ଦକ୍ଷତାକୁ ପ୍ରଶଂସା କଲେ ପତ୍ନୀ

ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ରୋଷେଇ ଦକ୍ଷତାକୁ ନେଇ ପ୍ରଶଂସିତ ହୋଇଛନ୍ତି। ଦେଶକୁ ଚଳାଉଥିବା ଏହି ପ୍ରଧାନମନ୍ତ୍ରୀ କିନ୍ତୁ ରୋଷେଇ ଘରେ ଅଧିକ ସମୟ ଦେବା ପାଇଁ ସମୟ ପାଆନ୍ତି ନାହିଁ ବୋଲି ସ୍ବୀକାର କରିଛନ୍ତି। ପ୍ରଥମ ବ୍ରିଟିଶ ଭାରତୀୟ ଦମ୍ପତି ଏହି ମାସରେ ଆନ୍ତର୍ଜାତୀୟ ମହିଳା ଦିବସ ପାଇଁ ଏକ ସାକ୍ଷାତକାରରେ ଏହି କଥାର ଖୁଲାସା କରିଛନ୍ତି। ସେମାନେ ଏବେ ବ୍ରିଟେନର ସବୁଠାରୁ ପ୍ରସିଦ୍ଧ ଠିକଣାରେ ନିଜ ପୁଅ, ଝିଅ ଓ ଏକ କୁକୁର … Continue reading ଋଷି ସୁନକଙ୍କ ରୋଷେଇ ଦକ୍ଷତାକୁ ପ୍ରଶଂସା କଲେ ପତ୍ନୀ