ଛାତ୍ରଛାତ୍ରୀଙ୍କ ପାଇଁ ୭ଘଣ୍ଟିଆ ନିୟମ ହେବ ଲାଗୁ ଅଧାରୁ କଲେଜ ଛାଡ଼ିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର: କୋଭିଡ ଲାଗି ରାଜ୍ୟରେ ୨ବର୍ଷ ଶ୍ରେଣୀ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିବା ବେଳେ ଏବେ ଗୁଣାତ୍ମକ ଶିକ୍ଷାଦାନକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ତେବେ ଡିଗ୍ରୀ କଲେଜରେ ଏ କ୍ଷେତରେ ଅଧିକ କଟକଣା ଲାଗୁ କରାଯିବ ବୋଲି ଜଣାପଡ଼ିଛି । ତେବେ ଏଣିକି ଅଧ୍ୟାପକମାନଙ୍କ ପରି ଡିଗ୍ରୀ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ସାରା ଦିନ କଲେଜରେ ରହିବେ । ସମ୍ପୃର୍ଣ୍ଣ … Continue reading ଡିଗ୍ରୀ କଲେଜରେ ନିୟମ ହେବ କଡାକଡ଼ି
Copy and paste this URL into your WordPress site to embed
Copy and paste this code into your site to embed